Radharaman Roy

Indian lyricist
The basics

Quick Facts

IntroIndian lyricist
PlacesIndia
isLyricist
Work fieldMusic
Gender
Male
BirthJajpur district, Central division, Odisha, India
The details

Biography

ସଂଶୋଧନ ବାକି ଅଛି 

ସେ କୁଆ ସରପୁର, ଯାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ସେ ନାଟ୍ୟକାର, ଗାୟକ, ସଂଗୀତକାର, ଗୀତିକାର ଓ ନାଟ୍ୟକର୍ମୀ ।

ଭ୍ରମଖ୍ୟମାଣ ବ୍ୟାବସାୟିକ 7677 72 8খ66'G (ই ৫৭TQ ẹ cš 8) gộslQII aQQdi QçlaQ ସ୍ୱନାମଧନ୍ୟ ଓଡ଼ିଶୀ ଗୁରୁ ପଙ୍କଜ ଚରଣ ଦାସ ଏହି ନାଟ୍ୟଦଳରେ ନୃତ୍ୟାଭିନୟରେ ଥିବା ବେଳେ ଦେବପ୍ରସାଦ ଦାସ ନାରୀ ଚରିତ୍ରରେ ଅଭିନୟ କରୁଥିଲେ । ‘ ନିଉ ଥିଏଟର’ ବନ୍ଦ ହେବାପରେ ରାଧାରମଣ ରାୟ ବଲାଙ୍ଗିର, ପାଟଣା ଷ୍ଟେଟର ‘ପୃଥୀରାଜ ଉଚ୍ଚ ବିଦ୍ୟାଳୟ' ଓ ‘ବାଳିକା ବିଦ୍ୟାଳୟ'ର ସଂଗୀତ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କ ଗାୟନ ସହ କୁମାର ବିବୁ ଦେନ୍ଦ୍ର ସିଂହଦେଓଙ୍କ ବେହେଲା ବାଦନର ଚର୍ଜା ସାରା ଓଡ଼ିଶାରେ ହେଉଥିଲା । ରାଧାରମଣ ରାୟ କଲିକତାର ଗ୍ରାମୋଫୋନ ରେକର୍ଡ କମ୍ପାନି ‘ସେନୋଲା’ର ଓଡ଼ିଆ ସଂଗୀତ ବିଭାଗ ପାଇଁ ପ୍ରଶିକ୍ଷଣକାରୀ ଥିଲେ । ତାଙ୍କ ଗାୟନରେ ଅନେକ ଗ୍ରାମୋଫୋନ ରେକର୍ଡ ‘ସେନୋଲା’ ପକ୍ଷରୁ ପ୍ରସାରିତ । ପ୍ରଥମ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ‘ରୋଲସ ଟୁ ଏଇଟ’ରେ(୧୯୫୧) ରାଧାରମଣ ଗୋଟିଏ ଯୁଗଳ ଗାୟନ ଗୀତ ଲେଖିଥିଲେ ଏବଂ ନିଜେ ଗାଇଥିଲେ । ‘ମହୁଆ ଫୁଟିଲା ବନେ, ମନ କଥା ମୋର ମନେ ନ ମନେ’ ଏହି ଗୀତଟି ପାରମ୍ପରିକ ‘ରଜଦୋଳି’ ସ୍ୱର ଓ ଶବ୍ଦରେ ଛନ୍ଦା ହୋଇଥିଲା ।

ଆଧାର

  1. Encyclopedia of Indian Cinema. 27.1.2016. p. 100. {{cite book}}: Check date values in: |date= (help)
The contents of this page are sourced from Wikipedia article on 25 Apr 2024. The contents are available under the CC BY-SA 4.0 license.