Biography
Lists
Also Viewed
Quick Facts
Intro | Indian politician | ||
A.K.A. | Pratap Pattanaik | ||
A.K.A. | Pratap Pattanaik | ||
Places | India | ||
was | Politician | ||
Work field | Politics | ||
Gender |
| ||
Religion: | Hinduism | ||
Birth | 2 July 1922 | ||
Death | 18 August 1998 (aged 76 years) | ||
Star sign | Cancer | ||
Politics: | Orissa Jana Congress | ||
Positions Held |
|
Biography
ପ୍ରତାପ ଚନ୍ଦ୍ର ପଟ୍ଟନାୟକ (୨ ଜୁଲାଇ ୧୯୨୨ - ୧୮ ଅଗଷ୍ଟ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପ୍ରତାପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ପ୍ରତାପ ଚନ୍ଦ୍ର ପଟ୍ଟନାୟକ ୧୯୨୨ ମସିହାର ଜୁଲାଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟାଧର ଚ୍ୟାଉ ପଟ୍ଟନାୟକ ଏବଂ ପତ୍ନୀଙ୍କ ନାମ ବିଦ୍ୟୁତଲତା ପଟ୍ଟନାୟକ । ପ୍ରତାପଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।
ରାଜନୈତିକ ଜୀବନ
ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ପ୍ରତାପ ଚନ୍ଦ୍ର ପଟ୍ଟନାୟକ ୧୯୯୮ ମସିହାର ଅଗଷ୍ଟ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।