Pramod Chandra Bhanj Deo

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
isPolitician
Work fieldPolitics
Gender
Male
Birth1926
Age99 years
Politics:Independent Politician
The details

Biography

ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ (୧୩ ଜୁନ ୧୯୨୬ - ୩୦ ଡିସେମ୍ବର ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପରିବାର

ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ ୧୯୨୬ ମସିହାର ଜୁନ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲାଲସାହେବ ଶରତଚନ୍ଦ୍ର ଭଞ୍ଜଦେଓ ଏବଂ ତାଙ୍କ ପତ୍ନୀଙ୍କ ନାମ ପି. ଏମ୍. ଦେବୀ ।

ରାଜନୈତିକ ଜୀବନ

ପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ପ୍ରମୋଦ ୧୯୯୬ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 04 Jan 2020. The contents are available under the CC BY-SA 4.0 license.