Pradeep Dash

Writer from Odisha, India
The basics

Quick Facts

IntroWriter from Odisha, India
PlacesIndia
isWriter Short story writer Novelist
Work fieldLiterature
Gender
Male
Birth1961
Age64 years
The details

Biography

ପ୍ରଦୀପ ଦାଶ, ଜଣେ ଓଡ଼ିଆ ଗାଳ୍ପିକ । ୧୯୯୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଘୁମ୍ ପାହାଡ଼ର ନଈ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ପୁସ୍ତକ "ମୀମାଂସା" ଉପରେ ପର୍ଯ୍ୟବେସିତ, ସମନାମରେ ଏକ ଓଡ଼ିଆ କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଦାଶ, ସେହି ଚଳଚ୍ଚିତ୍ରର ସଂଳାପ ମଧ୍ୟ ରଚନା କରିଥିଲେ । ବୃତ୍ତିରେ ଦାଶ, ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।

ରଚନାବଳୀ

  • ଚରୁ ଚିବର ଓ ଚର୍ଯ୍ୟା
  • ଅରୁନ୍ଧତୀର ଆଲୁଅ - ୨୦୧୫ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ଘୁମ୍ ପାହାଡ଼ର ନଈ - ୨୦୦୧ (ସରସ୍ୱତୀ ଦେବୀ)
  • ମୀମାଂସା - ୨୦୦୪ (ଜ୍ୟୋତ୍ସ୍ନା ମିଶ୍ର)
  • ରାଧା ତମାଳ - ୨୦୦୯ (ଅଗ୍ରଦୂତ)
  • ସୁବର୍ଣ୍ଣା ଆଁରେ ଗାଁ - ୨୦୦୭ (ସୁଧା ପ୍ରକାଶନ)
  • ସୁତ ଉବାଚ - ୨୦୧୧ (ବିଦ୍ୟାପୁରୀ)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଘୁମ୍ ପାହାଡ଼ର ନଈ) - ୧୯୯୮
  • ଶାରଳା ପୁରସ୍କାର - ୨୦୧୯

ଆଧାର

The contents of this page are sourced from Wikipedia article on 31 Dec 2019. The contents are available under the CC BY-SA 4.0 license.