Padmaja Pal

Odia language writer
The basics

Quick Facts

IntroOdia language writer
PlacesIndia
isWriter
Work fieldLiterature
Gender
Male
Birth19 November 1946, Jagatsinghpur district
Age78 years
The details

Biography

ପଦ୍ମଜ ପାଳ ଓଡ଼ିଆ ଭାଷାର ଜଣେ ଖ୍ୟାତନାମା ଗାଳ୍ପିକ ଓ ଔପନ୍ୟାସିକ ।

ବାଲ୍ୟ ଜୀବନ ଓ ଶିକ୍ଷା

ପଦ୍ମଜ ପାଳ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖରେ, ଜଗତସିଂହପୁର ଜିଲ୍ଲାର କୁସିଂଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କୁସିଂଗା ଉ.ପ୍ରା ବିଦ୍ୟାଳୟରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି, କାଦୁଅପଡା଼ର ଗାଦିବ୍ରହ୍ମ ବିଦ୍ୟାପୀଠରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ 'ଆସଥେଟିକ ଏକ୍ସପେରିଅନ୍ସ' ସନ୍ଧର୍ଭରେ ପି.ଏଚ.ଡି ମଧ୍ୟ ଲାଭ କରିଛନ୍ତି ।

ସାହିତ୍ୟକୃତି

ଉପନ୍ୟାସ

  • ଦୁର୍ଗ ପତନର ବେଳ
  • ଆମ ସମୟର ଦୁଃଖ
  • ଯିବୁ କି ଥିବୁ
  • ପାପ ପରି ନିଜର
  • ଓୟେ ପୁଅ ମା'
  • ଗଣ୍ଡଭୈରବ
  • ଗହ୍ଵର
  • ମାମୁଘର ଚଉଁରୀ
  • ପଣ୍ଡୁରଙ୍ଗୀ ନିବାସ
  • ଛାଇ ଲେଉଟାଣୀ
  • ଜରା ନିବାସ
  • ମୁହୂର୍ତ୍ତେ ମାତ୍ର
  • ଆକ୍ରାନ୍ତ ୩/୪
  • ଗାନ୍ଧିଛକରୁ ଟିକିଏ ଆଗକୁ
  • ପ୍ରତିସ୍ପର୍ଦ୍ଧା
  • ହାଏ ମୁନି, କେମିତି ଅଛ ?

ଗଳ୍ପ ସଂକଳନ

  • ନିସିଦ୍ଧ ଅରଣ୍ୟ
  • ଅପେକ୍ଷାକର, ମୁଁ ଫେରୁଛି
  • ଇଗଲର ନଖଦନ୍ତ
  • ସବୁଠୁଁ ସୁନ୍ଦର ପକ୍ଷୀ
  • ଉତ୍ତର ପୁରୁଷ
  • ଜୀବନମୟ
  • କ୍ଷତ
  • ଚିତ୍ର ତୁରଗ
  • କୁଆଡେ ଯିବାର ନାହିଁ
  • ମୁହଁସଂଜ

    ପୁରସ୍କାର ଓ ସମ୍ମାନ

    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୧୯୯୧(ଦୁର୍ଗ ପତନର ବେଳ)

      ଆଧାର

      The contents of this page are sourced from Wikipedia article. The contents are available under the CC BY-SA 4.0 license.