Nirmala Mishra

Indian singer
The basics

Quick Facts

IntroIndian singer
PlacesIndia
isSinger
Work fieldMusic
Gender
Female
The details

Biography

ନିର୍ମଳା ମିଶ୍ର, ଓଡ଼ିଆ ଚଳଚିତ୍ର ଜଗତର ୬୦ ଓ ୭୦ ଦଶକର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟିକା । ତାଙ୍କୁ ଓଡ଼ିଆ ସିନେମାର ଲତା ମଙ୍ଗେସକର ହିସାବରେ ଅଭିହିତ କରାଯାଏ ।

ବ୍ୟକ୍ତିଗତ ଜୀବନ

ସେ ପଶ୍ଚିମବଙ୍ଗ ରାଜ୍ୟର, ମଜିଲପୁର(ଜୟନଗର)ଠାରେ ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ମାତା ଭବାନୀ ଦେବିଙ୍କ ଠାରୁ ଦୁର୍ଗା ସପ୍ତମୀ(ଗୁରୁବାର) ତିଥୀରେ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର କଲିକତାର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ବଡ ଭାଇ ମୁରାରିମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକ୍ରୁତ ସାଙ୍ଗିଆ ବନ୍ଦୋପାଧ୍ୟାୟ(ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।

କର୍ମଜୀବନ

ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାଳକୃଷ୍ଣ ଦାସ ନିର୍ମଳା ମିଶ୍ରଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ । ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚିତ୍ର ଗୁଡିକ ମଧ୍ୟରେ ସ୍ତ୍ରୀ, କା, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡ଼ା ବାଟ, ଅଦିନ ମେଘଆଦି ଅନ୍ୟତମ ।

ସମ୍ମାନ ଓ ପୁରସ୍କାର

  • ବାଳକୃଷ୍ଣ ଦାସ ସମ୍ମାନ

    ଆଧାର

    ବାହାର ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.