Narendra Kumar Nayak

Indian politician
The basics

Quick Facts

IntroIndian politician
A.K.A.Narendra Nayak
A.K.A.Narendra Nayak
PlacesIndia
isPolitician
Work fieldPolitics
Gender
Male
Religion:Hinduism
Death7 March 1987
Politics:Communist Party Of India
Positions Held
Member of the Second Odisha Legislative Assembly(1957—1961)
The details

Biography

ନରେନ୍ଦ୍ର କୁମାର ନାୟକ (ମୃତ୍ୟୁ: ୭ ମାର୍ଚ୍ଚ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ନରେନ୍ଦ୍ର କୁମାର ନାୟକଙ୍କ ବାପାଙ୍କ ନାମ ଅକ୍ଷୟ କୁମାର ନାୟକ ଓ ପତ୍ନୀଙ୍କ ନାମ ଲଳିତା ନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା ।

ରାଜନୈତିକ ଜୀବନ

ନରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ନରେନ୍ଦ୍ର କୁମାର ନାୟକ ୧୯୮୭ ମସିହାର ମାର୍ଚ୍ଚ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 16 Nov 2024. The contents are available under the CC BY-SA 4.0 license.