Narasingha Sen

Indian Odia-language writer
The basics

Quick Facts

IntroIndian Odia-language writer
PlacesIndia
isWriter Poet
Work fieldLiterature
Gender
Male
The details

Biography

ନରସିଂହ ସେଣ ଷୋଡଶ ଶତାବ୍ଦୀର ଅନ୍ୟତମ କବି | ପରିମଳ କାବ୍ୟ ତାଙ୍କର ଶ୍ରେଷ୍ଠ କୃତି | ଏହା ବ୍ୟତୀତ ସେ ଢେଗ ମାଳିକ ନାମରେ ଏକ କ୍ଷୁଦ୍ର ମାଳିକା ରଚନା କରିଥିବାର ଜଣାଯାଏ । ନରସିଂହ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜସଭାର ପଣ୍ଡିତ ଥିଲେ । ତାଙ୍କ ପିତାଙ୍କ ନାମ ତପନ ସେଣ ଏବଂ ପିତାମହ ଉମାପତି | ନରସିଂହଙ୍କ ପୁତ୍ର ବିଶ୍ୱନାଥ ପଥ୍ୟାପଥ୍ୟବିନିଶ୍ଚୟ ନାମକ ଏକ ଆୟୁର୍ବେଦ ଗ୍ରନ୍ଥ ସଂସ୍କୃତରେ ଲେଖିଥିଲେ |

ଆଧାର

The contents of this page are sourced from Wikipedia article on 25 Apr 2024. The contents are available under the CC BY-SA 4.0 license.