Nanada Kishore Samal
Odia writer
Intro | Odia writer | ||
Places | India | ||
is | Writer | ||
Work field | Literature | ||
Gender |
| ||
Religion: | Hinduism | ||
Birth | 12 June 1925 | ||
Age | 99 years | ||
Star sign | Gemini | ||
Awards |
|
ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫ - ୧୯ ମେ ୨୦୦୩), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ । ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁସୁପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।
ପ୍ରକାଶିତ ଶିଶୁ କବିତାବଳୀ:
ଅନ୍ୟାନ୍ୟ: