Muktikanta Mandal

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
isPolitician
Work fieldPolitics
Gender
Male
Politics:Biju Janata Dal
Family
Spouse:Manjulata Mandal
The details

Biography

ମୁକ୍ତିକାନ୍ତ ମଣ୍ଡଳ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଧାମନଗର, ଭଦ୍ରକରୁ ଓଡ଼ିଶାର ୧୪ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଧର୍ମପତ୍ନୀ, ମଞ୍ଜୁଲତା ମଣ୍ଡଳ ଭାରତର ୧୭ଶ ଲୋକ ସଭାକୁ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।

ବିବାଦ ଓ ମାମଲା

୨୦୦୨ ମସିହାରେ ହୋଇଥିବା ନିରଞ୍ଜନ ଜେନା ହତ୍ୟାକାଣ୍ଡରେ ମୁକ୍ତିକାନ୍ତଙ୍କର ହାତକୁ ନେଇ ସନ୍ଦେହ କରାଯାଇଥିଲା । ୨୦୧୮ ଜୁନରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷ ଘୋଷିତ କରାଯାଇଥିଲା ।

ଆଧାର

  1. Bureau, O. B. (2019-03-27). "BJD Inches Closer To Its Promise To Send 33% Women To Parliament". ODISHA BYTES (in ଇଂରାଜୀ). Retrieved 2019-06-05.
  2. "Dhamnagar Election Results 2019: Odisha Assembly or Vidhan Sabha Chunav Result LIVE Counting, OD MLA 2019, Party Wise Winning Candidate List Online". Firstpost. Retrieved 2019-06-05.
  3. "HC rejects bail plea of BJD MLA Muktikanta Mandal". The New Indian Express. Retrieved 2019-06-05.
  4. "MLA Muktikanta Mandal, five others acquitted in murder case". Pragativadi: Leading Odia Dailly (in ଇଂରାଜୀ). 2018-06-30. Retrieved 2019-06-05.
The contents of this page are sourced from Wikipedia article on 03 Jan 2020. The contents are available under the CC BY-SA 4.0 license.