Mousumi Parida

Odia writer
The basics

Quick Facts

IntroOdia writer
PlacesIndia
isWriter Lecturer
Work fieldAcademia Literature
Gender
Female
Birth1975, Jagatsinghpur district, Odisha, India
Age50 years
The details

Biography

ମୌସୁମୀ ପରିଡ଼ା(ଜନ୍ମ : ୧୯୭୫), ଜଗତସିଂହପୁର ଜିଲ୍ଲାର ଅଲଣାହାଟଠାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକା । ପେଶାରେ ଅଧ୍ୟାପିକା ମୌସୁମୀ, ଗଳ୍ପ, ଉପନ୍ୟାସ ଓ କବିତା ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି ।

ସାହିତ୍ୟ ସର୍ଜନା

ମୌସୁମୀ ସ୍କୁଲଜୀବନରୁ କବିତା ଲେଖିବା ଆରମ୍ଭ କରିଥିଲେ । ପ୍ରଥମ କବିତା ଅଲଣାହାଟ ସ୍କୁଲରେ ପଢୁଥିବା ବେଳେ, ସ୍କୁଲ ପତ୍ରିକା ପାରିଜାତରେ ପ୍ରକାଶ ପାଇଥିଲା ।

କବିତା ସଂକଳନ

  • ପ୍ରତୀକ୍ଷାର ଅନ୍ତେ - ବିଦ୍ୟାପୁରୀ
  • ଅନ୍ତଃସ୍ଵର ଏକ ସ୍ଵପ୍ନ ବିଳାସୀର

ଗଳ୍ପ ସଂକଳନ

  • ସମର୍ପିତା
  • ଯାଯାବରର ଘର
  • ଶିଉଳିର ଛାଇ
  • ଉହ୍ୟ ଅନୁରାଗ
  • ପରାଜିତ ସ୍ଵପ୍ନ
  • ଅଗଳ୍ପ ଗଳ୍ପ
  • ସ୍ଵୀକାରୋକ୍ତି

ଉପନ୍ୟାସ

  • ଓ ପକ୍ଷାନ୍ତର
  • ମୁହୁର୍ତ୍ତର ନାଦ
  • ନିଃଶବ୍ଦ ଜୁଆର

    ସମ୍ମାନ ଓ ପୁରସ୍କାର

    • କେଦାରନାଥ ଗବେଷଣା ପୁରସ୍କାର - ୨୦୧୪
    • ରାଜଧାନୀ ପୁସ୍ତକମେଳା ଗଳ୍ପ ସମ୍ମାନ - ୨୦୧୬(କ୍ଷୁଦ୍ରଗଳ୍ପ ସ୍ୱୀକାରୋକ୍ତି ପାଇଁ)

      ଆଧାର

      The contents of this page are sourced from Wikipedia article. The contents are available under the CC BY-SA 4.0 license.