Maheswar Naik
Politician from Junagarh, Odisha, India
Intro | Politician from Junagarh, Odisha, India | |
Places | India | |
was | Politician | |
Work field | Politics | |
Gender |
| |
Birth | 1 January 1918 | |
Death | 23 July 2002 (aged 84 years) | |
Star sign | Capricorn | |
Politics: | Swatantra Party |
ମହେଶ୍ୱର ନାଏକ (୧ ଜାନୁଆରୀ ୧୯୧୮ – ୨୩ ଜୁଲାଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମହେଶ୍ୱର ନାଏକ ୧୯୧୮ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃପାସିନ୍ଧୁ ନାଏକ ଓ ପତ୍ନୀଙ୍କ ନାମ କୌଶଲ୍ୟା ଦେବୀ ।
ମହେଶ୍ୱର ନାଏକ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।
ମହେଶ୍ୱର ନାଏକ ୨୦୦୨ ମସିହାର ଜୁଲାଇ ୨୩ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।