Kunja Bihari Naik

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
wasPolitician
Work fieldPolitics
Gender
Male
Birth1 January 1941
Death25 June 2000 (aged 59 years)
Star signCapricorn
Politics:Indian National Congress
The details

Biography

କୁଞ୍ଜ ବିହାରୀ ନାଏକ (୧ ଜାନୁଆରୀ ୧୯୪୧ - ୨୫ ଜୁନ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

କୁଞ୍ଜ ବିହାରୀ ନାଏକ ୧୯୪୧ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦେକର ନାଏକ ଓ ତାଙ୍କ ପତ୍ନୀଙ୍କ ନାମ ପ୍ରେମଶିଲା ନାଏକ ।

ରାଜନୈତିକ ଜୀବନ

କୁଞ୍ଜ ବିହାରୀ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

କୁଞ୍ଜ ବିହାରୀ ନାଏକ ୨୦୦୦ ମସିହାର ଜୁନ ୨୫ ତାରିଖରେ ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 31 Oct 2023. The contents are available under the CC BY-SA 4.0 license.