Kirtan Narayan Padhi

Indian writer
The basics

Quick Facts

IntroIndian writer
PlacesIndia
isMusicologist Writer
Work fieldAcademia Literature Music
Gender
Male
Birth22 January 1951
Age74 years
Star signAquarius
The details

Biography

କୀର୍ତ୍ତନ ନାରାୟଣ ପାଢ଼ୀ, (ଜନ୍ମ:୧୧ ଜାନୁଆରୀ ୧୯୫୧) ଜଣେ ଓଡ଼ିଆ ଭାଷା ଏବଂ ଓଡ଼ିଶୀ ସଙ୍ଗୀତର ଗବେଷକ, ଗୀତିକବି, ସଙ୍ଗୀତଜ୍ଞ ଓ ଗାୟକ ଅଟନ୍ତି । ତାଙ୍କଦ୍ୱାରା ରଚିତ ଗବେଷଣାତ୍ମକ ପୁସ୍ତକ ଗୁଡ଼ିକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଏବଂ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ ଚାଲିଥିବ ପ୍ରୟାସରେ ସହାୟକ ହୋଇଛି । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକବି ଓ କଣ୍ଢଶିଳ୍ପୀ ଅଟନ୍ତି । ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ ।

ରଚନାବଳୀ

  • ସତ ଓ ସପନ
  • ଗୀତ ଓ ଗୀତିକବିତା
  • ଓଡ଼ିଶୀ ସଙ୍ଗୀତ - ଏକ ତତ୍ତ୍ୱଭିତ୍ତିକ ବିଶ୍ଳେଷଣ
  • ଓଡ଼ିଶୀ ସଙ୍ଗୀତର ଇତିହାସ
  • ମନ ଓ ମିଳନ
  • ନାଦ ଦର୍ଶନ
  • ଓଡ଼ିଶୀ ସଙ୍ଗୀତ - କିଛି ଜଣା ଅଜଣା ତଥ୍ୟ
  • Odissi Vocal- a model classicism
  • ଗୀତିକବିତାର ବ୍ୟାକରଣ
  • ଓଡ଼ିଆ ଭାଷାର ଶାସ୍ତ୍ରୀୟତା
  • The classicallity of Odissi music
  • ପ୍ରୀତିଗୀତିକା-ଭକ୍ତିଗୀତିକା
  • Odia a classical language of Indo-European Origin
  • ଗନ୍ଧର୍ବ ପରମ୍ପରାର ଶ୍ରୀ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦ

ପୁରସ୍କାର ଓ ସମ୍ମାନ

  • ନିରଞ୍ଜନ ଦାସ ଭାଷା ସମ୍ମାନ, ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

The contents of this page are sourced from Wikipedia article on 30 Sep 2023. The contents are available under the CC BY-SA 4.0 license.