Biography
Lists
Also Viewed
The basics
Quick Facts
A.K.A. | Kanishka | |
A.K.A. | Kanishka | |
Places | India | |
is | Writer Short story writer Novelist | |
Work field | Literature | |
Gender |
| |
Birth | 1962 | |
Age | 63 years |
The details
Biography
କନିଷ୍କ(ଜନ୍ମ : ୧୯୬୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, କବିତା ଓ ଉପନ୍ୟାସ ଆଦିରେ ସେ ନିଜର ଲେଖନୀ ଚାଳନା କରିଛନ୍ତି । "ନବଲିପି" ଆଦି ପତ୍ରିକା ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଛି । ମଣିଷର ଭାବାବେଗ ତଥା ଦେହ ଚେତନାକୁ ନେଇ ତାଙ୍କ ରଚନା ସମୃଦ୍ଧ । "ଚଢ଼େଇର ଘର" ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା । ୧୯୯୧ରେ ପ୍ରକାଶିତ ଏହି ପୁସ୍ତକଟିର ୪ଟି ସଂସ୍କରଣ ପ୍ରକାଶ ପାଇସାରିଲାଣି ।
ରଚନାବଳୀ
ଗଳ୍ପ
- ଚଢ଼େଇର ଘର - ୧୯୯୧
- ପାଳଭୂତ
- କନିଷ୍କ କଥାକଳ୍ପ - ୨୦୦୮
- ହାତିମତାଇର ଘୋଡ଼ା
ଉପନ୍ୟାସ
- ଘାଟ
- ପାପ
- ପିପି
କବିତା
- ମାୟା
- ପର୍ବ
- ମନ୍ତ୍ର