Kamala

Indian poet
The basics

Quick Facts

IntroIndian poet
PlacesIndia
isWriter Poet
Work fieldLiterature
Gender
Female
The details

Biography

କମଳା ପୁରାତନ ଓଡ଼ିଶାର ଜଣେ ନାରୀ କବି ଥିଲେ । ତାଙ୍କଦ୍ୱାରା ଲିଖିତ ମାତ୍ର ପାଞ୍ଚଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ଏହି କବିତା ମଧ୍ୟରୁ ତିନିଗୋଟିରେ ବୈରାଗ୍ୟର ପ୍ରବଣ ସ୍ୱର ରହିଛି । ଭାଷାର ପ୍ରାଚୀନତା ଦୃଷ୍ଟିରୁ ତାଙ୍କୁ କେବଳ ପ୍ରାଚୀନ କବି କହିବା ଛଡ଼ା ତାଙ୍କ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ ।

ଆଧାର

  1. ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।
The contents of this page are sourced from Wikipedia article on 06 May 2024. The contents are available under the CC BY-SA 4.0 license.