Janardan Majhi

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
isPolitician
Work fieldPolitics
Gender
Male
Death6 September 1983
Politics:All India Ganatantra Parishad
The details

Biography

ଜନାର୍ଦନ ମାଝି (ମୃତ୍ୟୁ: ୬ ସେପ୍ଟେମ୍ବର ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ଓ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଜନାର୍ଦନ ମାଝିଙ୍କ ବାପାଙ୍କ ନାମ ଝାଟି ମାଝି ଓ ପତ୍ନୀଙ୍କ ନାମ ଜମୁନା ଦେଇ ଓ ତୁଳସା ଦେଓ ।

ରାଜନୈତିକ ଜୀବନ

ଜନାର୍ଦନ ମାଝି ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଜନାର୍ଦନ ମାଝି ୧୯୮୩ ମସିହାର ସେପ୍ଟେମ୍ବର ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 11 Oct 2023. The contents are available under the CC BY-SA 4.0 license.