Himirika Raghunath

Indian politician from Odisha
The basics

Quick Facts

IntroIndian politician from Odisha
PlacesIndia
wasPolitician
Work fieldPolitics
Gender
Male
Birth1 February 1940
Death21 November 1984 (aged 44 years)
Star signAquarius
The details

Biography

ହିମିରିକା ରଘୁନାଥ (୧ ଫେବୃଆରୀ ୧୯୪୦ - ୨୧ ନଭେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ହିମିରିକା ରଘୁନାଥ ୧୯୪୦ ମସିହାର ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହିମିରିକା ଗୁରିଆ ଓ ପତ୍ନୀଙ୍କ ନାମ ହିମିରିକା ଅରାଲୁ ।

ରାଜନୈତିକ ଜୀବନ

ହିମିରିକା ରଘୁନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ହିମିରିକା ରଘୁନାଥ ୧୯୮୪ ମସିହାର ନଭେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 17 Dec 2023. The contents are available under the CC BY-SA 4.0 license.