Hemalata Mansingh

Odia writer
The basics

Quick Facts

IntroOdia writer
PlacesIndia
wasWriter
Work fieldLiterature
Gender
Female
Birth20 February 1919, Balipada, India
Death20 February 2004Bhubaneswar, India (aged 85 years)
Star signPisces
Family
Spouse:Mayadhar Mansingh
Children:Lalit Mansingh
The details

Biography

ହେମଲତା ମାନସିଂହ (୨୪ ଫେବୃଆରୀ ୧୯୧୯ - ୨୦ ଫେବୃଆରୀ ୨୦୦୪) ଜଣେ ଓଡ଼ିଆ ଗାଳ୍ପିକା ଓ କବି ଥିଲେ । ସେ କବି, ସାହିତ୍ୟ ସାଧକ ତଥା ଶିକ୍ଷାବିତ୍ ଡକ୍ଟର ମାୟାଧର ମାନସିଂହଙ୍କ ସହଧର୍ମିଣୀ ଥିଲେ । ତାଙ୍କର ଗଳ୍ପ ସଂକଳନ ମରମ ତଳର ଢେଉ ତାଙ୍କ ରଚନା ମଧ୍ୟରେ ଅନ୍ୟତମ ଥିଲା ।

ଜନ୍ମ ଓ ପରିବାର

ହେମଲତା ୨୪ ଫେବୃଆରୀ ୧୯୧୯ରେ କଟକ ଜିଲ୍ଲାର ବାଲିକୁଦା ଅନ୍ତର୍ଗତ ବିଲିପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାୟାଧର ମାନସିଂହଙ୍କୁ ବିବାହ କରିଥିଲେ । ତାଙ୍କ ପୁଅ ଲଳିତ ମାନସିଂହ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଅଟନ୍ତି ।

ରଚନାବଳୀ

  • ମରମ ତଳର ଢେଉ (ଗଳ୍ପ ସଂକଳନ)

ଆଧାର

The contents of this page are sourced from Wikipedia article on 31 Dec 2019. The contents are available under the CC BY-SA 4.0 license.