Dandapani Swain
Indian Politician
Intro | Indian Politician | |
Places | India | |
was | Politician | |
Work field | Politics | |
Gender |
| |
Birth | 1 July 1906 | |
Death | 7 August 1987 (aged 81 years) | |
Star sign | Cancer | |
Politics: | Communist Party Of India |
ଦଣ୍ଡପାଣି ସ୍ୱାଇଁ (୧ ଜୁଲାଇ ୧୯୦୬ - ୭ ଅଗଷ୍ଟ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦଣ୍ଡପାଣି ୧୯୦୬ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସରଦାର ଭିକାରୀ ରଣସିଂହ ଓ ପତ୍ନୀଙ୍କ ନାମ କମଳା ଦେବୀ ।
ଦଣ୍ଡପାଣି ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ଦଣ୍ଡପାଣି ୧୯୮୭ ମସିହାରେ ଅଗଷ୍ଟ ୭ ତାରିଖରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।