ଚାନ୍ଦ ବାଈ ଜଣେ ପୁରାତନ ଓଡ଼ିଆ କବି ଥିଲେ । ତାଙ୍କର ରଚିତ ମାତ୍ର ଦୁଇଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ସେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ କବିତା ଲେଖୁଥିବା ଅନୁମିତ ।