Brundaban Das

Indian Odia-language writer
The basics

Quick Facts

IntroIndian Odia-language writer
A.K.A.Brindabana Dasa Brundabana Vrindavan Das
A.K.A.Brindabana Dasa Brundabana Vrindavan Das
PlacesIndia
isWriter
Work fieldLiterature
Gender
Male
Notable Works
Rasabaridhi 
The details

Biography

ବୃନ୍ଦାବନ ଦାସ ଜଣେ ଓଡ଼ିଆ କବି । ସେ ଆନୁମାନିକ ଷୋଡ଼ଶ ଶତାବ୍ଦୀର ଜନ୍ମଗ୍ରହଣ କରିଥିଲେ । ବୃନ୍ଦାବନ ଦାସ ଗୀତଗୋବିନ୍ଦର ପ୍ରଥମ ଓଡ଼ିଆ ଅନୁବାଦକ । ତାଙ୍କ ରଚିତ ଗ୍ରନ୍ଥ 'ରସବାରିଧି' ପଣ୍ଡିତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ହୋଇ ପ୍ରାଚୀ ସମିତି ପକ୍ଷରୁ ପ୍ରକାଶିତ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 11 Jul 2024. The contents are available under the CC BY-SA 4.0 license.