Ananga Manjari Devi
Indian politician
Intro | Indian politician | |
Places | India | |
was | Politician | |
Work field | Politics | |
Gender |
| |
Religion: | Hinduism | |
Birth | 12 November 1911 | |
Death | 14 December 1984 (aged 73 years) | |
Star sign | Scorpio | |
Politics: | Indian National Congress |
ଅନଙ୍ଗ ମଞ୍ଜରୀ ଦେବୀ (୧୨ ନଭେମ୍ବର ୧୯୧୧ - ୧୪ ଡିସେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅନଙ୍ଗ ମଞ୍ଜରୀ ୧୯୧୧ ମସିହାର ନଭେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦୟ ପ୍ରତାପ ସିଂହଦେଓ ଓ ପତିଙ୍କ ନାମ ରାଣା ଚନ୍ଦ୍ର ଦେବ ।
ଅନଙ୍ଗ ମଞ୍ଜରୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।
ଅନଙ୍ଗ ମଞ୍ଜରୀ ୧୯୮୪ ମସିହାର ଡିସେମ୍ବର ୧୪ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।