ଅମର ବଲ୍ଲଭ ଦେ ଓଡ଼ିଶାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ ।
ସେ "କାର୍ଲାଇଲ"ଙ୍କ ଲିଖିତ "'The Hero" ଓ "Hero Worship"ର ଓଡ଼ିଆରେ ରୂପାନ୍ତର କରିଥିଲେ ।