Adwait Mohanty
Odia language writer
Intro | Odia language writer | |
Places | India | |
is | Writer Playwright | |
Work field | Film, TV, Stage & Radio Literature | |
Gender |
| |
Birth | 1942, Odisha, India | |
Age | 83 years |
ଡ. ଅଦ୍ୱୈତ ମହାନ୍ତି (ଜନ୍ମ ୧୯୪୨) ଓଡ଼ିଶାରେ ଜଣେ ସୁପରିଚିତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ପତ୍ରିକା ସମ୍ପାଦକ । ତାଙ୍କ ଲେଖାରେ ମନନଶୀଳତା, ଧାର୍ମିକ ସହନଶୀଳତା, ଜାତୀୟ ସଂହତି ଓ ମାନବିକ ମୂଲ୍ୟବୋଧକୁ ନେଇ ରଚିତ ।
୧୯୬୯: ପ୍ରବନ୍ଧ ରଚନା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ବିଷୁବ ପୁରସ୍କାର ।